ଆପଣଙ୍କର Android ଫୋନ କିମ୍ବା Nokia N900 ରେ Firefox କୁ ଗ୍ରହଣ କରନ୍ତୁ।ଆପଣଙ୍କର ସମସ୍ତ ମନପସନ୍ଦ ବିଶେଷତାଗୁଡ଼ିକୁ ଉପଲବ୍ଧ କରନ୍ତୁ ଯେପରିକି Sync,ଏଡ-ଅନ ଏବଂ ଆପଣଙ୍କ ପଛେ ପଛେ ଗତି କରୁଥିବା ଚମତ୍କାରୀ ପଟି।
ଆମର ସହାୟତା ପୃଷ୍ଠାଗୁଡ଼ିକରେ ଉତ୍ତର ଏବଂ ବିଶେଷକରି Firefox 4 ବିଟା ପାଇଁ ଉପକରଣ ଅଛି।